1 ମୁଁ ଧୈର୍ଯ୍ୟ ଧରି ସଦାପ୍ରଭୁଙ୍କର ଅପେକ୍ଷା।
2 ମଧ୍ୟ ସେ ମୋତେ ଭୟଙ୍କର ଗର୍ତ୍ତରୁ ଓ ଦହଲା।
3 ପୁଣି, ସେ ମୋ' ମୁଖରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ।
4 ଯେଉଁ ଜନ ସଦାପ୍ରଭୁଙ୍କୁ ଆପଣାର ବିଶ୍ୱାସଭୂମି କରେ,
5 ହେ ସଦାପ୍ରଭୋ, ମୋ' ପରମେଶ୍ୱର, ତୁମ୍ଭର କୃତ।
6 ବଳିଦାନ ଓ ନୈବେଦ୍ୟରେ ତୁମ୍ଭର ସନ୍ତୋଷ ନାହିଁ;
7 ତେବେ ମୁଁ କହିଲି, ଦେଖ, ମୁଁ ଉପସ୍ଥିତ;
8 ହେ ମୋହର ପରମେଶ୍ୱର, ତୁମ୍ଭର ଇଚ୍ଛା ସାଧନ।
9 ମୁଁ ମହାସମାଜରେ ଧର୍ମ ପ୍ରଚାର କରିଅଛି;
10 ମୁଁ ତୁମ୍ଭ ଧାର୍ମିକତା ଆପଣା ହୃଦୟରେ ଗୋପନ।
11 ହେ ସଦାପ୍ରଭୋ, ତୁମ୍ଭେ ମୋ'ଠାରୁ ଆପଣା ଦୟା।
12 କାରଣ ଅସଂଖ୍ୟ ବିପଦ ମୋତେ ଘେରିଅଛି,
13 ହେ ସଦାପ୍ରଭୋ, ଅନୁଗ୍ରହ କରି ମୋତେ ଉଦ୍ଧାର।
14 ମୋ' ପ୍ରାଣନାଶର ଅନ୍ବେଷଣକାରୀ ଲୋକମାନେ।
15 ଯେଉଁମାନେ ମୋତେ ହଁ ହଁ ବୋଲି କହନ୍ତି, ସେମାନେ।
16 ଯେଉଁମାନେ ତୁମ୍ଭର ଅନ୍ବେଷଣ କରନ୍ତି, ସେସମସ୍ତେ।
17 ମାତ୍ର ମୁଁ ଦରିଦ୍ର ଓ ଦୀନହୀନ;