1 ମୁଁ କହିଲି, ମୁଁ ଜିହ୍ୱାରେ ପାପ ନ କରିବା ପାଇଁ।

2 ମୁଁ ମୌନ ଭାବରେ ନୀରବ ରହିଲି, ସତ୍‍କଥାରୁ ହିଁ।

3 ଅନ୍ତରରେ ମୋହର ହୃଦୟ ଉତ୍ତପ୍ତ ହେଲା; ଭାବୁ।

4 ହେ ସଦାପ୍ରଭୋ, ମୋହର ଅନ୍ତିମକାଳ ଓ ମୋ' ଦିନର।

5 ଦେଖ, ତୁମ୍ଭେ ମୋହର ଦିନକେତେକ ମୁଷ୍ଟିପରିମିତ।

6 ନିଶ୍ଚୟ ପ୍ରତ୍ୟେକ ମନୁଷ୍ୟ ଛାୟା ତୁଲ୍ୟ ଗମନାଗମନ।

7 ହେ ପ୍ରଭୋ, ଏବେ ମୁଁ କାହିଁର ଅପେକ୍ଷା କରିବି ?

8 ମୋହର ସକଳ ଅଧର୍ମରୁ ମୋତେ ଉଦ୍ଧାର କର;

9 ମୁଁ ଘୁଙ୍ଗା ହୋଇଥିଲି, ମୁଁ ଆପଣା ମୁଖ ଫିଟାଇଲି।

10 ମୋ'ଠାରୁ ତୁମ୍ଭ ଆଘାତ ଦୂର କର;

11 ତୁମ୍ଭେ ମନୁଷ୍ୟକୁ ଅପରାଧ ସକାଶୁ ଅନୁଯୋଗ ଦ୍ୱାରା।

12 ହେ ସଦାପ୍ରଭୋ, ମୋହର ପ୍ରାର୍ଥନା ଶୁଣ ଓ ମୋ'।

13 ମୁଁ ଏଠାରୁ ପ୍ରସ୍ଥାନ କରିବାର ଓ ଆଉ ନ ଥିବାର।