1 ଯେଉଁ ଜନ ଦୀନହୀନ ନିମନ୍ତେ ଚିନ୍ତା କରଇ,
2 ସଦାପ୍ରଭୁ ତାହାକୁ ରକ୍ଷା କରି ଜୀବିତ ରଖିବେ ଓ ସେ।
3 ସେ ବ୍ୟାଧିଶଯ୍ୟାଗତ ହେଲେ, ସଦାପ୍ରଭୁ ତାହାକୁ।
4 ମୁଁ କହିଲି, ହେ ସଦାପ୍ରଭୋ, ମୋ' ପ୍ରତି ଦୟା କର;
5 ମୋହର ଶତ୍ରୁଗଣ ମୋ' ବିରୁଦ୍ଧରେ ହିଂସାର କଥା।
6 ସେ ମୋତେ ଦେଖିବାକୁ ଆସିଲେ, ଅସାର କଥା।
7 ମୋହର ଘୃଣାକାରୀ ସମସ୍ତେ ଏକତ୍ର ମୋ' ବିରୁଦ୍ଧରେ।
8 ସେମାନେ କହନ୍ତି, କୌଣସି ମନ୍ଦ ବ୍ୟାଧି ତାହାଠାରେ।
9 ହଁ, ମୋହର ନିଜ ସୁହୃଦ, ଯାହାକୁ ମୁଁ ବିଶ୍ୱାସ କଲି,
10 ମାତ୍ର ହେ ସଦାପ୍ରଭୋ, ତୁମ୍ଭେ ମୋ' ପ୍ରତି ଦୟା।
11 ମୋହର ଶତ୍ରୁ ମୋ' ଉପରେ ଜୟଧ୍ୱନି କରୁନାହିଁ,
12 ତୁମ୍ଭେ ମୋ' ସରଳତାରେ ମୋତେ ଧରି ରଖୁଅଛ ।
13 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅନାଦିକାଳରୁ।