1 ସଦାପ୍ରଭୋ, ମୋ' ପରିତ୍ରାଣର ପରମେଶ୍ୱର, ମୁଁ।

2 ମୋ' ପ୍ରାର୍ଥନା ତୁମ୍ଭ ଛାମୁରେ ଉପସ୍ଥିତ ହେଉ; ମୋ'।

3 କାରଣ ମୋ' ପ୍ରାଣ ଦୁଃଖରେ ପରିପୂର୍ଣ୍ଣ।

4 ମୁଁ ଗର୍ତ୍ତଗାମୀ ଲୋକମାନଙ୍କ ସଙ୍ଗେ ଗଣିତ;

5 ଯେଉଁ କବରଶାୟୀ ହତ ଲୋକମାନଙ୍କୁ ତୁମ୍ଭେ ଆଉ।

6 ତୁମ୍ଭେ ମୋତେ ନୀଚତମ ଗତ୍ତର୍ରେ, ଅନ୍ଧକାରରେ,

7 ତୁମ୍ଭର କୋପ ମୋ' ଉପରେ ପ୍ରବଳ ହୋଇ ରହୁଅଛି।

8 ତୁମ୍ଭେ ମୋହର ପରିଚିତ ଲୋକମାନଙ୍କୁ ମୋ'ଠାରୁ।

9 କ୍ଳେଶ ସକାଶୁ ମୋ' ଚକ୍ଷୁ କ୍ଷୀଣ ହେଉଅଛି;

10 ତୁମ୍ଭେ କି ମୃତ ଲୋକମାନଙ୍କୁ ଆଶ୍ଚର୍ଯ୍ୟକ୍ରିୟା।

11 କବରରେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଅବା ବିନାଶ।

12 ଅନ୍ଧକାରରେ ତୁମ୍ଭର ଆଶ୍ଚର୍ଯ୍ୟକ୍ରିୟା ଓ ବିସ୍ମୃତି।

13 ମାତ୍ର ହେ ସଦାପ୍ରଭୋ, ମୁଁ ତୁମ୍ଭ ନିକଟରେ କାକୁକ୍ତି।

14 ହେ ସଦାପ୍ରଭୋ, ତୁମ୍ଭେ କାହିଁକି ମୋ' ପ୍ରାଣକୁ।

15 ମୁଁ ବାଲ୍ୟକାଳଠାରୁ ଦୁଃଖଗ୍ରସ୍ତ ଓ ମୃତକଳ୍ପ;

16 ତୁମ୍ଭ ପ୍ରଚଣ୍ଡ କୋପ ମୋ' ଉପର ଦେଇ ଯାଇଅଛି;

17 ତାହାସବୁ ଦିନଯାକ ଜଳ ପରି ମୋ' ଚାରିଆଡ଼େ।

18 ତୁମ୍ଭେ ସ୍ନେହୀକି ଓ ମିତ୍ରକୁ ମୋ'ଠାରୁ ଦୂରରେ।