1 ହେ ପରମେଶ୍ୱର, ମୋ' କାକୂକ୍ତିର ରବ।
2 କୁକର୍ମକାରୀମାନଙ୍କ ଗୁପ୍ତ ମନ୍ତ୍ରଣାରୁ, ଅଧର୍ମାଚାରୀମାନଙ୍କ।
3 ସେମାନେ ଖଡ଼୍ଗ ପରି ଆପଣା ଜିହ୍ୱା ଶାଣିତ।
4 ଏବଂ ଆପଣାମାନଙ୍କ କଟୁବାକ୍ୟରୂପ ତୀର ଲକ୍ଷ୍ୟ।
5 ସେମାନେ କୁସଂକଳ୍ପରେ ଆପଣା ଆପଣାକୁ ବଳିଷ୍ଠ।
6 ସେମାନେ ଅଧର୍ମ କଳ୍ପନା କରନ୍ତି; ଆମ୍ଭେମାନେ।
7 ମାତ୍ର ପରମେଶ୍ୱର ସେମାନଙ୍କ ପ୍ରତି ନିକ୍ଷେପ କରିବେ;
8 ଏହିରୂପେ ସେମାନେ ନିପାତିତ ହେବେ,
9 ପୁଣି, ସକଳ ମନୁଷ୍ୟ ଭୟ କରିବେ।
10 ଧାର୍ମିକ ଲୋକ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବ।