1 ମୁଁ ସଦାପ୍ରଭୁଙ୍କର ଶରଣାଗତ;
2 କାରଣ, ଦେଖ, ଦୁଷ୍ଟମାନେ ସରଳଚିତ୍ତ ଲୋକକୁ।
3 ଯେବେ ଭିତ୍ତିମୂଳ ଉତ୍ପାଟିତ ହୁଏ, ତେବେ ଧାର୍ମିକ।
4 ସଦାପ୍ରଭୁ ଆପଣା ପବିତ୍ର ମନ୍ଦିରରେ ଅଛନ୍ତି,
5 ସଦାପ୍ରଭୁ ଧାର୍ମିକର ପରୀକ୍ଷା କରନ୍ତି;
6 ସେ ଦୁଷ୍ଟମାନଙ୍କ ଉପରେ ଜାଲ ବର୍ଷାଇବେ;
7 କାରଣ ସଦାପ୍ରଭୁ ଧର୍ମମୟନ୍ତ ସେ ଧର୍ମକୁ ପ୍ରେମ।